ଜେଟ୍ ଏୟାରୱେଜ୍ ଯାତ୍ରୀଙ୍କ ପାଇଁ ଖୁସି ଖବର : ଫେରିପାଇବେ ୨,୦୨୮କୋଟି ଟଙ୍କା

ନୂଆଦିଲ୍ଲୀ: କିଛି ମାସ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ବନ୍ଦ ହୋଇଯାଇଥିଲା ବିମାନ କମ୍ପାନି ଜେଟ୍‌ ଏୟାରୱେଜ୍‌। ୨୦୧୯ରେ କମ୍ପାନୀ ବନ୍ଦ ହୋଇଥିବା ବେଳେ ଆଗୁଆ ବୁକିଂ କରିଥିବା ଟିକେଟ ପାଇଁ ଲୋକଙ୍କୁ ଟଙ୍କା ଫେରସ୍ତ ମିଳିନଥିଲା। ବିମାନ କମ୍ପାନି ବନ୍ଦ ହେବା ପରେ ନିଜ ନିଜର ଟଙ୍କା ଫେରସ୍ତ ପାଇଁ ଲୋକେ ଅଭିଯୋଗ କରିଥିଲେ। ହେଲେ କମ୍ପାନି ବନ୍ଦ ହେବା ପରେ ସେମାନଙ୍କୁ ଆଉ … Continue reading ଜେଟ୍ ଏୟାରୱେଜ୍ ଯାତ୍ରୀଙ୍କ ପାଇଁ ଖୁସି ଖବର : ଫେରିପାଇବେ ୨,୦୨୮କୋଟି ଟଙ୍କା